Home

୍ରଥମ ଶାମୁୟେଲ

ଅଧ୍ୟାୟ: 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31


-Reset+

ଅଧ୍ୟାୟ 5

1 ଏଥି ମଧିଅରେ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଏବନ୍-ଏଜରରକ୍ସ୍ଟ ଅସ୍ଦୋଦକକ୍ସ୍ଟ ୟାଇଥିଲେ।
2 ତହିଁ ଉତ୍ତାରକ୍ସ୍ଟ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଦାଗୋନ ମନ୍ଦିରକକ୍ସ୍ଟ ଆଣି ଦାଗୋନ ଦବେତା ନିକଟରେ ରଖିଲେ।
3 ତହିଁ ପରଦିନ ଅସ୍ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋନ୍ର ମୂର୍ତ୍ତୀ ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁମାଡି ଭୂମିରେ ପଡିଅଛି। ଦାଗୋନ୍ର ଲୋକମାନେ ପକ୍ସ୍ଟନର୍ବାର ଉଠାଇ ସ୍ଥାନ ରେ ରଖିଲେ।
4 ତା'ପରେ ପକ୍ସ୍ଟଣି ସମାନେେ ପରଦିନ ପ୍ରଭାତ ରେ ଯେତବେେଳେ ଉଠିଲେ ଦାଗୋନ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁ ମାଡି ଭୂମିରେ ପଡିଥିଲା ଏବଂ ବାହକ୍ସ୍ଟଗକ୍ସ୍ଟଡିକ ଓ ମକ୍ସ୍ଟଣ୍ତ କଟା ହାଇେଥିଲା ଏବଂ ଦ୍ବାରବନ୍ଧ ଉପରେ ପଡିଥିଲା। କିନ୍ତୁ ତାହାର ଗଣ୍ତି ଗୋଟିଏ ଖଣ୍ତ ହାଇେ ରହିଥିଲା।
5 ଏଥିପାଇଁ ଦାଗୋନର ଯାଜକମାନେ ଅବା ଯେଉଁମାନେ ଦାଗୋନ ମନ୍ଦିରକକ୍ସ୍ଟ ଆସନ୍ତି, ସମାନେେ ଆଜି ପର୍ୟ୍ଯନ୍ତ ଅସ୍ଦୋଦସ୍ଥିତ ଦାଗୋନ ମନ୍ଦିରର ଦ୍ବାରବନ୍ଧକକ୍ସ୍ଟ ମାଡନ୍ତି ନାହିଁ।
6 ଅସ୍ଦୋଦୀଯ ଲୋକମାନଙ୍କର ଓ ସମାନଙ୍କେର ପଡ଼ୋଶୀମାନଙ୍କର ଜୀବନକକ୍ସ୍ଟ ସଦାପ୍ରଭୁ କଠିନ କରି ସମାନଙ୍କେୁ ନାନା କଷ୍ଟ ଦେଲେ। ସେ ସମାନଙ୍କେୁ ଅର୍ଶ ରୋଗ ରେ ଆଘାତ କଲେ। ସେ ମଧ୍ଯ ସମାନଙ୍କେ ପାଇଁ ମୂଷାଗକ୍ସ୍ଟଡିକ ପଠଇେଲେ, ଯାହାକି ସମାନଙ୍କେର ଜାହାଜଗକ୍ସ୍ଟଡିକରେ ଓ ଦେଶ ରେ ଭର୍ତ୍ତୀ ହାଇଗେଲେ। ଫଳ ରେ ଲୋକମାନେ ଡରିଗଲେ।
7 ଏହିପରି ଅସ୍ଦୋଦୀଯ ଲୋକମାନେ ଯାହାସବୁ ଘଟିଯାଉଥିଲା ଦେଖିଲେ ଏବଂ କହିଲେ, "ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଆମ୍ଭମାନଙ୍କ ନିକଟରେ ରହିବ ନାହିଁ, କାରଣ ଆମ୍ଭମାନଙ୍କ ଉପରେ ଓ ଆମ୍ଭ ଦବେତା ଦାଗୋନ୍ ଉପରେ ତାଙ୍କର ହସ୍ତ ନିଷ୍ଠକ୍ସ୍ଟର ହାଇେଅଛି।"
8 ଏଣୁ ସମାନେେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କକ୍ସ୍ଟ ଆପଣାମାନଙ୍କ ନିକଟରେ ଏକତ୍ରିତ କରି କହିଲେ, "ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବିଷଯ ରେ ଆମ୍ଭମାନେେ କ'ଣ କରିବା?"
9 ପକ୍ସ୍ଟଣି ସମାନେେ ତାହା ନଇଗେଲା ପରେ ଏହା ଏପରି ହେଲା, ଯେ ସଦାପ୍ରଭୁଙ୍କ ହସ୍ତ ଗାଥ ନଗରକକ୍ସ୍ଟ ଭୟ ଓ ୟନ୍ତ୍ରଣା ରେ ଆଘାତ କଲା; ପକ୍ସ୍ଟଣି ସେ ନଗରସ୍ଥ ସାନ ଓ ବଡ ଉଭୟଙ୍କକ୍ସ୍ଟ ସେ କ୍ଲେଶ ଦେଲେ ଓ ସମାନଙ୍କେଠା ରେ ଅର୍ଶ ରୋଗ ବାହାରିଲା।
10 ଏହାପରେ ସମାନେେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଇକ୍ରୋଣକକ୍ସ୍ଟ ପଠାଇଲେ। ଯେତବେେଳେ ଇଶ୍ରାୟେଲର ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆସିଲା।
11 ଏ ହତେକ୍ସ୍ଟ ସମାନେେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କକ୍ସ୍ଟ ଏକତ୍ରୀତ କରି କହିଲେ, "ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଠାଇ ଦିଅ, ତାହା ସ୍ବସ୍ଥାନକକ୍ସ୍ଟ ଫରେିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ଯା ନ କରୁ," କାରଣ ନଗରର ସବୁଆଡେ ମୃତକ୍ସ୍ଟ୍ଯଜନିତ ବ୍ଯାକକ୍ସ୍ଟଳତା ଜନ୍ମି ଥିଲା। ପରମେଶ୍ବରଙ୍କ ହସ୍ତ ସଠାେରେ ଅତି ଭାରି ଥିଲା।
12 ପକ୍ସ୍ଟଣି ଯେଉଁ ଲୋକମାନେ ମଲେ ନାହିଁ, ସମାନେେ ଅର୍ଶ ରୋଗ ରେ ପୀଡିତ ହେଲେ; ଆଉ ନଗରର ଆର୍ତ୍ତଦାନ ସ୍ବର୍ଗକକ୍ସ୍ଟ ଉଠିଲା।