୪
ସଇତାନ୍ ଜିସୁକେ ପରିକା କର୍ବାଟା 
(ମାର୍କ ୧:୧୨-୧୩; ଲୁକ୍ ୪:୧-୧୩) 
 ୧  ✡ ୪:୧ ଏବ୍ରି ୨:୧୮;୪:୧୫ତାର୍ପଚେ ସୁକଲ୍ଆତ୍ମା ଜିସୁକେ ମରୁବାଲି ବୁଏଁ ଡାକିନେଲା । ତେଇ ସଇତାନ୍ ତାକେ ପରିକା କଲା ।  ୨ ଜିସୁ ଚାଲିସ୍ ଦିନ୍ ଚାଲିସ୍ ରାତି ଉପାସ୍ ରଇକରି ବିତାଇଲା ପଚେ, ତାକେ ବେସି ବୁକ୍ କଲା ।  ୩ ସେଡ୍କିବେଲେ ସଇତାନ୍ ତାର୍ ଲଗେ ଆସି କଇଲା “ତୁଇ ଜଦି ପର୍ମେସରର୍ ପଅ, ତେବେ ଏ ପାକ୍ନାମନ୍ ‘ରୁଟି ଅଇଜା’ ବଲି ଆଦେସ୍ ଦେସ୍ ।” 
 ୪ ମାତର୍ ଜିସୁ କଇଲା, “ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।”  ୫ ତେଇଅନି ସଇତାନ୍ ଜିସୁକେ ସୁକଲ୍ ଗଡ୍ ଜିରୁସାଲାମ୍ ଡାକିନେଲା । ତେଇ ତାକେ ମନ୍ଦିର୍ ଟିପେ ଟିଆ କରାଇ କଇଲା,  ୬ “ତୁଇ ଜଦି ପର୍ମେସରର୍ ପଅ, ତେବେ ଇତିଅନି ତଲେ ଡେଗଇ ଦେସ୍, ସାସ୍ତରେ ଲେକା ଆଚେ, 
“ପର୍ମେସର୍ ତାର୍ ଦୁତ୍ମନ୍କେ ତର୍ ବିସଇନେଇ ଆଦେସ୍ ଦେଇସି, 
ଆରି ସେମନ୍ ତକେ ଆତେ ଦାରି ଟେକ୍ବାଇ । 
ତେବେ ତର୍ ଗଡେ ପାକ୍ନା ନ ପାଏ ।” 
 ୭ ଜିସୁ ସଇତାନ୍କେ କଇଲା, “ ପର୍ମେସରର୍ ସାସ୍ତରେ ଏନ୍ତି ଲେକାଆଚେ, ତୁଇ ତର୍ ମାପ୍ରୁ ପର୍ମେସର୍କେ ପରିକା କର୍ନାଇ ।” 
 ୮ ତାର୍ ପଚେ ସଇତାନ୍ ଜିସୁକେ ବେସି ଉଁଚ୍ ରଇବା ଗଟେକ୍ ଡଙ୍ଗର୍ ଟିପେ ଡାକି ଦାରିଗାଲା । ଆରି ଦୁନିଆର୍ ସବୁ ରାଇଜର୍ ଦନ୍ ସଁପତି ଦେକାଇ କଇଲା,  ୯ “ତୁଇ ଜଦି ମକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ସୁ ବଇଲେ ମୁଇ ଏ ସବୁ ତକେ ଦେଇପାକାଇବି ।” 
 ୧୦ ତେଇ ଜିସୁ ତାକେ କଇଲା “ମର୍ଟାନେଅନି ଦୁର୍ ଅ ସଇତାନ୍, ସାସ୍ତରେ ଲେକା ଆଚେ, ତୁଇ ପର୍ମେସର୍କେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।”  ୧୧ ତାର୍ପଚେ ସଇତାନ୍ ଜିସୁକେ ଚାଡି ବାରିଗାଲା, ଆରି ଏଦେ ଦେକା ! ସରଗର୍ ଦୁତ୍ମନ୍ ଆସି ଜିସୁକେ ସେବା କର୍ବାର୍ ଦାର୍ଲାଇ । 
ଜିସୁ ଗାଲିଲି ରାଇଜେ ତାର୍ କାମ୍ ଆରାମ୍ କଲା 
(ମାର୍କ ୧:୧୪-୧୫; ଲୁକ୍ ୪:୧୪-୧୫) 
 ୧୨  ✡ ୪:୧୨ ମାତିଉ ୧୪:୩; ମାର୍କ ୬:୧୭; ଲୁକ୍ ୩:୧୯,୨୦ତାର୍ପଚେ ଡୁବନ୍ ଦେଉ ଜଅନ୍ ବନ୍ଦି ଅଇଲାଆଚେ ବଲି ଜିସୁ ସୁନିକରି ଗାଲିିଲି ଉଟି ଗାଲା ।  ୧୩  ✡ ୪:୧୩ ଜଅନ୍ ୨:୧୨ତାର୍ ପଚେ, ସେ ନାଜରିତ୍ ଚାଡି କରି ସବ୍ଲୁନର୍ ଆରି ନପ୍ତାଲିନ୍ ନାଉଁର୍ ଜାଗା ଲଗେ ରଇବା ଗାଡ୍ କଣ୍ଡି ରଇଲା, କପରନାଉମେ ଜାଇ ବାସା କଲା ।  ୧୪ ଜେନ୍ତାର୍ କି ଜିସାୟ ବବିସତ୍ବକ୍ତାର୍ ଏ କାତା ପୁରୁନ୍ ଅଇଲା । ସେ କଇରଇଲା, 
 ୧୫ “ଜର୍ଦନ୍ ଗାଡ୍ ସେପାଟେ ସମ୍ଦୁରେ ଜିବା ବାଟେ 
ରଇଲା ସବ୍ଲୁନ୍ ଆରି ନାପ୍ତାଲି ନାଉଁର୍ 
ଦୁଇଟା ଦେସ୍, ଅବିସ୍ବାସି ମନର୍ ଗାଲିଲି ! 
 ୧୬ ଆନ୍ଦାରେ ରଇବା ଲକ୍ମନ୍ ବଡ୍ ଉଜଲର୍ ଦର୍ସନ୍ ଦେକ୍ବାଇ 
ଆରି ମରନର୍ ଆନ୍ଦାରେ ରଇଲା 
ଲକ୍ମନର୍ ଉପ୍ରେ ସେ ଉଜଲ୍ ଉଦ୍ସି ।” 
 ୧୭  ✡ ୪:୧୭ ମାତିଉ ୩:୨ସେ ବେଲାଇ ଅନି ଜିସୁ କଇବାର୍ ଆରାମ୍ କରି ଜାନାଇବାର୍ ଦାର୍ଲା । ପାପ୍ କର୍ବାତେଇଅନି ମନ୍ ବଦ୍ଲାଆ, ସରଗ୍ ରାଇଜ୍ ଲଗେ କେଟ୍ଲା । 
ଜିସୁ ଚାର୍ଟା କେଉଟ୍ମନ୍କେ ଡାକ୍ଲା 
(ମାର୍କ ୧:୧୬-୨୦; ଲୁକ୍ ୫:୧-୧୧) 
 ୧୮ ଜିସୁ ଗାଲିଲି ସମ୍ଦୁର୍ ପାଲି ରଇବା ଜାଗାମନ୍କେ ବୁଲ୍ବାବେଲେ ସିମନ୍ ଜାକେ କି ପିତର୍ ବଲି କଇବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଏ ଦୁଇ ଲକ୍କେ ବେଟ୍ ଅଇଲା । ଏ ଦୁଇ ବାଇ ଗାଡେ ବଇଜାଲ୍ ମାରି ମାଚ୍ ଦାର୍ତେରଇଲାଇ ।  ୧୯ ଜିସୁ ସେ ଦୁଇ ବାଇକେ ଡାକି କଇଲା, “ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ମାପ୍ରୁର୍ବାଟେ ଆନ୍ବାଟା ସିକାଇବି ।”  ୨୦ ସେଦାପ୍ରେ ସେମନ୍ ଜାଲ୍ ଚାଡି, ଜିସୁର୍ ପଚେ ପଚେ ଗାଲାଇ । 
 ୨୧ ଜିସୁ ଆରି ତେଇଅନି କଣ୍ଡେକ୍ ଦୁର୍ ଆଗେ ଜାଇ ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ବେଟ୍ ଅଇଲା । ସେଡ୍କିବେଲେ ଏ ଦୁଇବାଇ ତାକର୍ ବାବା ସଙ୍ଗ୍ ଡଙ୍ଗାଇ ଜାଲ୍ ସାଜାଡ୍ତେ ରଇଲାଇ । 
 ୨୨ ଜିସୁ ସେମନ୍କେ ମିସା ଡାକ୍ଲା ଆରି ସେମନ୍ ଦାପ୍ରେ ଡଙ୍ଗା ଆରି ତାକର୍ ବାବାକେ ଚାଡିକରି ଜିସୁର୍ ସଙ୍ଗ୍ ଗାଲାଇ । 
ଜିସୁ ପର୍ମେସରର୍ ବିସଇ ଜାନାଇ ନିମାନ୍ କର୍ବାଟା 
(ଲୁକ୍ ୬:୧୭-୧୯) 
 ୨୩  ✡ ୪:୨୩ ମାତିଉ ୯:୩୫; ମାର୍କ ୧:୩୯ଜିସୁ ଗାଲିଲିର୍ ଗୁଲାଇବାଟେ ବୁଲି ବୁଲି ଜିଉଦିମନର୍ ସବୁ ପାର୍ତନା ଗର୍ମନ୍କେ ସିକିଆ ଦେଇ, ପର୍ମେସରର୍ ରାଇଜର୍ ବିସଇ ଜାନାଇଲା । ଆରି ବିନ୍ ବିନ୍ ରଗେ ରଇବା ଲକ୍ମନ୍କେ ସବୁ ରକାମର୍ ରଗ୍ ଆରି ସବୁ ଦୁକ୍ କସ୍ଟ, ନିମାନ୍ କଲା ।  ୨୪ ସିରିଆ ଦେସର୍ ଗୁଲାଇବାଟେ ତାର୍ ନାଉଁ ଜାନ୍ଲାଇ ଆରି ଲକ୍ମନ୍ ଡୁମା ଦାରିରଇବା, ମୁର୍ଚା ଅଇରଇବା, ଚେରେଙ୍ଗ୍ ଦାରି ରଇବା ଆରି ବିଆଦି ଦାରିରଇଲା ଲକ୍ମନ୍କେ ତାର୍ଲଗେ ଆନ୍ଲାଇ । ସେ ସବୁକେ ନିକ କଲା ।  ୨୫ ଆନି ରଇବା ସବୁ ଲକ୍ମନ୍କେ ଜିସୁ ନିକ କଲା । ଗାଲିଲି ଅନି ଆରି ଦସ୍ଟା ସଅରେଅନି, ଆରି ଜିରୁସାଲାମ୍, ଜିଉଦା ଆରି ଜର୍ଦନ୍ ସେବାଟେ ରଇଲା ଜାଗାମନର୍ତେଇଅନି ବେସି ଲକ୍ମନ୍ ଜିସୁର୍ ସଙ୍ଗ୍ ଗାଲାଇ ।