୧୦
 ୧ ଏ ବାଇବଇନିମନ୍, ମର୍ ନିଜର୍ ଲକ୍ ମୁକ୍ତି ପାଅତ୍ ବଲି ମୁଇ ବେସି ମନ୍ କଲିନି । ଆରି ଏଟାର୍ପାଇ ମୁଇ ସବୁବେଲେ ପର୍ମେସର୍କେ ପାର୍ତନା କଲିନି ।  ୨ ସେମନ୍ ପରମେସର୍କେ ପୁରାପୁରୁନ୍ ବିସ୍ବାସ୍ କଲାଇନି । ମାତର୍ ତାକେ କେନ୍ତାରି ସାର୍ଦା କରାଇବାର୍ ଆଚେ, ସେଟା ନାଜାନତ୍ ।  ୩ ଲକ୍ମନ୍କେ ନିଜର୍ ମୁଆଟେ ଦରମ୍ ବଲାଇ ଅଇବାକେ, ପରମେସର୍ ଜନ୍ ଜଜ୍ନା କଲା, ସେଟା ସେମନ୍ ନିଚ୍ଲାଇ । ମାତର୍ ନିଜେ ଜଜ୍ନା ତିଆର୍ କରି, ନିୟମର୍ ବାଟେ ଇଣ୍ଡ୍ଲାଇ ।  ୪ କିରିସ୍ଟ ଆଇଲାତେଇଅନି ନିୟମ୍ ମାନ୍ବାଟା କାଇ ମୁଲିଅ ନାଇ । ଜେନ୍ତାରି କି ତାକେସେ ବିସ୍ବାସ୍ କଲେ, ମୁନୁସ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇ ଅଇସି । 
ସବୁର୍ ପାଇ ମୁକ୍ତି 
 ୫ ନିୟମ୍ ମାନ୍ବାତେଇଅନି ଦରମ୍ଲକ୍ ଅଇବା ବିସଇ ମସା ଲେକ୍ଲା ଆଚେ । ଜଦି ଜନ୍ ଲକ୍ମନ୍ ନିୟମର୍ ସବୁଜାକ ଆଦେସ୍ ମାନ୍ବାଇ, ସେମନ୍ ବଁଚ୍ବାଇ ।  ୬ ମାତର୍ ଲକ୍ମନ୍ ବିସ୍ବାସ୍କରି ପର୍ମେସରର୍ ମୁଆଟେ ଦରମ୍ ବଲାଇଅଇବାଇ, ସେ ବିସଇ ସାସ୍ତରେ ଏନ୍ତି ଲେକାଆଚେ, କେ ସର୍ଗେ ଜାଇକରି କିରିସ୍ଟକେ ଉତ୍ରାଇ ଆନ୍ସି ? ବଲି ମନେ ମନେ କଇ ଉଆନାଇ ।  ୭ ଆରି କୁଆନାଇ, କେ ପାତାଲେ ଜାଇକରି କିରିସ୍ଟକେ ମଲାଟାନେଅନି ଆରିତରେକ୍ ଉଟାଇ ଆନ୍ସି ?  ୮ କାଇକେବଇଲେ ସାସ୍ତରେ ଏନ୍ତାରି ମିସା ଲେକାଅଇଆଚେ, “ପରମେସରର୍ କବର୍ ତମର୍ ଲଗେ, ତମର୍ ଟଣ୍ଡେ ଆରି ମନେ ଆଚେ ।” ବିସ୍ବାସ୍ ବିସଇର୍ ଏ କବର୍ସେ ଆମେ ଜାନାଇଲୁନି ।  ୯ ଜଦି ଉଁ, କିରିସ୍ଟସେ ମାପ୍ରୁ ବଲି କଇଲାସ୍ନି ଆରି ଉଁ, ପରମେସର୍ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍ବାସ୍ କଲାସ୍ନି, ସେନ୍ତାର୍ ଆଲେ ତମେ ମୁକ୍ତି ପାଇସା ।  ୧୦ ଆମର୍ ବିସ୍ବାସର୍ ଲାଗି ପରମେସର୍ ଆମ୍କେ ଦରମ୍ ଲକ୍ ବଲି ଏଜ୍ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍ତି ପାଇଆଚୁ ।  ୧୧ ସାସ୍ତର୍ ଇସାବେ, “କେ ମିସା ତାକେ ବିସ୍ବାସ୍ କର୍ସି, ସେ ବିସ୍ବାସ୍ କରି କେବେ ଲାଜ୍ ନ ଅଏ ।”  ୧୨ କାଇଟାବଇଲେ, ଜିଉଦି ଆରି ଜିଉଦି ନଇଲା ଲକର୍ ବିତ୍ରେ କାଇ ସାନ୍ ବଡ୍ ନାଇ । ସେଟାର୍ ପାଇ ସବୁ ଲକର୍ ତା ଗଟେକ୍ ମାପ୍ରୁ, ଆରି ଜେତ୍କି ଲକ୍ ତାକେ ପାର୍ତନା କର୍ବାଇ ସେ ସବୁ ଲକ୍କେ ମଙ୍ଗଲ୍ କର୍ସି ।  ୧୩ କାଇକେବଇଲେ “ଜେ ମିସା ମାପ୍ରୁର୍ ନାଉଁ ଦାରି ପାର୍ତନା କର୍ସି, ସେ ମୁକ୍ତି ପାଇସି ।” 
 ୧୪ ମାତର୍ ସେମନ୍ ତାକେ ବିସ୍ବାସ୍ ନ କଲେ, କେନ୍ତି ତାର୍ ନାଉଁ ଦାରି ପାର୍ତନା କର୍ବାଇ ? ଆରି ତାର୍ ବିସଇର୍ ସୁବ୍କବର୍ ନ ସୁନିରଇଲେ କେନ୍ତି ବିସ୍ବାସ୍ କର୍ବାଇ ? ଆରି ସେମନ୍କେ କବର୍ ନ ସୁନାଇଲେ, କେନ୍ତି ସୁନ୍ବାଇ ?  ୧୫ ଆରି କବର୍ ନେଉକେ ନ ପାଟାଇଲେ କେନ୍ତି ଜାନାଇସି ? ଏ ବିସଇ ସାସ୍ତରେ ଲେକା ଆଚେ “ସୁବ୍କବର୍ ଜାନାଉମନ୍ ଆଇବାଟା, କେଡେ ସାର୍ଦାର୍ କାତା !”  ୧୬ ମାତର୍ ସୁବ୍କବର୍ ଜାନାଇବାଟାନେ ସବୁ ଲକ୍ ମାନତ୍ ନାଇ । ସେଟାର୍ ପାଇ ଜିସାଇୟ ଲେକ୍ଲା ଆଚେ, “ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କରତ୍ନାଇ ।”  ୧୭ ତେବର୍ପାଇ ସୁବ୍କବର୍ ସୁନ୍ବାଟାନେଅନି ବିସ୍ବାସ୍ ଅଇସି । ଆରି କିରିସ୍ଟକେ ଜାନାଇବାଟା ସେ ସୁବ୍କବର୍ । 
 ୧୮ ମାତର୍ ମୁଇ ପାଚାର୍ଲିନି ଇସ୍ରାଏଲର୍ ଲକ୍ମନ୍ କାଇ, ସେ କବର୍ ସୁନତ୍ ନାଇ କି ? ବାଇଦରେ ସୁନିଆଚତ୍, କାଇକେବଇଲେ ଲେକାଆଚେ, 
“ଜାନାଉମନର୍ ସବଦ୍ ଗୁଲାଇ ଜଗତ୍ ଡାବିଅଇଗାଲା ଆଚେ, ସେମନର୍ କାତା ରାଇଜ୍ ଚିଡ୍ଲା ଜାକ କେଟ୍ଲା ଆଚେ ।” 
 ୧୯ ଆରି ତରେକ୍ ମୁଇ ପାଚାର୍ଲିନି, ଇସ୍ରାଏଲର୍ ଲକ୍ମନ୍ ସେଟା ନିକସଙ୍ଗ୍ ବୁଜତ୍ ନାଇ କି ? ଉଁ ବୁଜିଆଚତ୍ । କାଇକେବଇଲେ ବେସି ବରସ୍ ଆଗ୍ତୁ ମସା ଉତର୍ଦେଇ ଲେକ୍ଲା ଆଚେ, 
ଗଟେକ୍ ନାଜାନ୍ଲା ଜାତିକେ ସାଇଜ କରି 
ମର୍ ଲକ୍ମନ୍କେ ଇଁସା କରାଇବି । 
ସେନ୍ତି ଗଟେକ୍ ବକୁଆ ଜାତିର୍ ଲକ୍କେ ଦୟାକରି 
ମୁଇ ସେମନ୍କେ ରିସା କରାଇବି । 
 ୨୦ ଜିସାଇଅ ଆରି ମିସା ଡାଟ୍ସଙ୍ଗ୍ କଇଲା ଆଚେ, 
“ଜନ୍ ଲକ୍ମନ୍ ମକେ ନ କଜ୍ତେରଇଲାଇ, 
ସେମନ୍ ମକେ ବେଟ୍ ପାଇଲାଇ, 
ଜନ୍ ଲକ୍ମନ୍ ମର୍ ବିସଇ ନ ପାଚାର୍ତେ ରଇଲାଇ, 
ମୁଇ ନିଜେ ସେମନ୍କେ ଦେକାଇଅଇଲି ।” 
 ୨୧ ମାତର୍ ପର୍ମେସର୍ ଇସ୍ରାଏଲର୍ ବିସଇ କଇଲାନି, “ଗୁଲାଇଦିନ୍ ସେମନ୍କେ ଡାକି ନେବାକେ ଆତ୍ ଲାମାଇଲି, ମାତର୍ ସେମନ୍ ମକେ ନ ମାନିକରି ବିରଦ୍ କଲାଇ ।”