Home

ଦିତୀୟ ବଂଶାବଳୀ

ଅଧ୍ୟାୟ: 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36


-Reset+

ଅଧ୍ୟାୟ 27

1 ୟୋଥାମ୍ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଥିଲା ୟିରୁଶା। ୟିରୁଶା ସାଦୋକ୍ଙ୍କର କନ୍ଯା ଥିଲେ।
2 ୟୋଥାମ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କର୍ମ କଲେ। ତାଙ୍କର ପିତା ଉଷିୟ ଯେଉଁପରି କରିଥିଲେ, ସେ ସହେିପରି ପରମେଶ୍ବରଙ୍କର ବାଧ୍ଯ ହେଲେ। କିନ୍ତୁ ଯୋଥମ୍ ତାଙ୍କର ପିତାଙ୍କ ପରି ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରବେଶ କରି ନ ଥିଲେ। କିନ୍ତୁ ଲୋକମାନେ ମନ୍ଦକର୍ମ କରିବା ଜାରି ରଖିଲେ।
3 ୟୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଉର୍ଦ୍ଧ୍ବସ୍ଥ ଦ୍ବାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ।
4 ଯୋଥମ୍ ଯିହୁଦାର ପାର୍ବତ୍ଯାଞ୍ଚଳମାନଙ୍କ ରେ ମଧ୍ଯ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ଯ ମଧିଅରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ।
5 ଯୋଥମ୍ ଅେମ୍ମାନୀୟ ଲୋକମାନଙ୍କର ରାଜା ଓ ତାଙ୍କର ସୈନ୍ଯଦଳ ବିରୁଦ୍ଧ ରେ ମଧ୍ଯ ୟୁଦ୍ଧ କଲେ ଓ ସମାନଙ୍କେୁ ପରାସ୍ତ କଲେ। ତେଣୁ ତିନିବର୍ଷ ପର୍ୟ୍ଯନ୍ତ ପ୍ରେତ୍ୟକକ ବର୍ଷ ଅମ୍ମାନେୀୟମାନେ ୟୋଥାମ୍ଙ୍କୁ 100 ତାଳନ୍ତ ରୂପା ଦଶ ସହସ୍ର ଗହମ ଓ ଦଶ ସହସ୍ର ବୁଶଇେ ପରିମାଣର ବାର୍ଲି ଦେଲେ।
6 ଯୋଥମ୍ ବିଶ୍ବସ୍ତ ଭାବରେ ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କର ବାଧ୍ଯ ହବୋରୁ ପରାକ୍ରମୀ ହାଇେ ଉଠିଲେ।
7 ଯୋଥମ୍ ଅନ୍ୟ ଯେ ସମସ୍ତ କାର୍ୟ୍ଯ କରିଥିଲେ ଓ ସେ କରିଥିବା ୟୁଦ୍ଧର ବିବରଣୀ "ଇଶ୍ରାୟେଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ" ଲଖାେ ୟାଇଅଛି।
8 ଯୋଥମ୍ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ।
9 ଏହାପରେ ୟୋଥମ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ। ଆହସ୍ ଯୋଥମ୍ଙ୍କ ସ୍ଥାନ ରେ ରାଜା ହେଲେ। ଆହସ୍ ଯୋଥମ୍ଙ୍କ ପୁତ୍ର ଥିଲେ।