Home

ଯିହିଜିକଲ

ଅଧ୍ୟାୟ: 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48


-Reset+

ଅଧ୍ୟାୟ 35

1 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା :
2 ସେ କହିଲେ, " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସଯେୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କରି ଏହା କୁହ,
3 'ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହନ୍ତି,
4 ମୁଁ ତୁମ୍ଭର ନଗରଗୁଡ଼ିକୁ ଧ୍ବଂସ କରିବି ଓ ତୁମ୍ଭେ ଏକ ଶୂନ୍ଯ ଭୂମି ହବେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେ ଜାଣିବ।
5 କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେର ଦୁର୍ଦ୍ଦିନ, ସମୟରେ ଖଡ୍ଗ ରେ ହତ୍ଯା କର, ଯେତବେେଳେ ସମାନଙ୍କେର ଦୋଷ ସର୍ବୋଚ୍ଚ ହେଲା।"'
6 ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବି ଓ ମୃତ୍ଯୁ ତୁମ୍ଭର ଅନୁଧାବନ କରିବ। ଯେ ହତେୁ ତୁମ୍ଭେ ମୃତ୍ଯୁକୁ ଘୃଣା କରି ନାହଁ, ତେଣୁ ମୃତ୍ଯୁ ତୁମ୍ଭ ପେଛ ପେଛ ଗୋଡ଼ାଇବ।
7 ଏହିରୂପେ ମୁଁ ସଯେୀର ପର୍ବତକୁ ଧ୍ବଂସ ଓ ଶୂନ୍ଯସ୍ଥାନ ରେ ପରିଣତ କରିବି ଏବଂ ଯେଉଁମାନେ ସଠାେ ରେ ବାସ କରିବେ ଓ ୟିବା ଆସିବା କରିବେ ମୁଁ ସମାନଙ୍କେୁ ବିନାଶ କରିବି।
8 ମୁଁ ନିହତ ଲୋକମାନଙ୍କ ଶବ ରେ ତାହାର ପର୍ବଗୁଡ଼ିକୁ ସମ୍ପୂର୍ଣ୍ଣ ଆବୃତ କରିବି। ପୁଣି ହତ ଲୋକମାନଙ୍କର ଶବ ଉପପର୍ବତ, ଉପତ୍ୟକା ଓ ଜଳପ୍ରବାହଗୁଡ଼ିକରେ ପତିତ ହବେ।
9 ମୁଁ ଚିରକାଳ ଶୂନ୍ଯସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ଯ ହବେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।"
10 କାରଣ ତୁମ୍ଭେ କହିଲ, "ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇଶ୍ରାୟେଲ ଓ ଯିହୁଦା ମାରେ ହବେେ, ମୁଁ ସମାନଙ୍କେୁ ଅଧିକାର ଦବେି, ଏପରିକି ଯଦିଓ ସଠାେ ରେ ସଦାପ୍ରଭୁ ବାସ କରନ୍ତି।"
11 ତେଣୁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, "ତୁମ୍ଭେ ଆମ୍ଭର ସନ୍ତାନଗଣଙ୍କୁ ଈର୍ଷା କରିଅଛ ଓ ସମାନଙ୍କେ ପ୍ରତି ଘୃଣାଭାବ ରଖିଅଛ। ତେଣୁ ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଯେଉଁପରି କୋରଧ ଓ ଈର୍ଷା ସମାନଙ୍କେ ପ୍ରତି କରିଅଛ ମୁଁ ସହେି ଅନୁସାରେ ତୁମ୍ଭର ବିଚାର କରିବି। ସେତବେେଳେ ସମାନଙ୍କେ ମଧିଅରେ ମୁଁ ଅଛି ବୋଲି ସମାନେେ ଜାଣିବେ।
12 ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ବିରୁଦ୍ଧ ରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ' ସେସବୁ ଧ୍ବଂସସ୍ଥାନ ହବେ ଓ ଆମ୍ଭମାନେେ ତାହାକୁ ଖାଦ୍ୟପରି ଚର୍ବଣ କରିବୁ।' ମୁଁ ସଦାପ୍ରଭୁ ଶୁଣିଅଛି।
13 ତୁମ୍ଭମାନେେ ଗର୍ବିତ ହାଇେ ମାେ ବିରୁଦ୍ଧ ରେ କହିଅଛ। ତୁମ୍ଭମାନେେ ତାହା ବାରମ୍ବାର କହିଛ, ଆଚ୍ଛା ! ମୁଁ ତାହା ଶୁଣିଅଛି।"
14 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, "ମୁଁ ତୁମ୍ଭମାନଙ୍କୁ ବିନାଶ କରିବି ଓ ଏହା ସମଗ୍ର ପୃଥିବୀର ଆନନ୍ଦର ଦିନ ହବେ।
15 ଇଶ୍ରାୟେଲ ପରିବାର ଧ୍ବଂସ ସମୟରେ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ମୁଁ ତୁମ୍ଭକୁ ସହେି ଭାବରେ ସବୋ କରିବି। ସଯେୀର ପର୍ବତ ଓ ପ୍ରକୃତ ରେ ସମଗ୍ର ଇଦୋମ, ଧ୍ବଂସ ହବେ। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।"